📚 स्टडी आर्काइव — यह रिपोर्ट लाइव 24-घंटे फ़ीड से बाहर हो चुकी है, पर UPSC व परीक्षा रिवीज़न के लिए सहेजी गई है।
RESPONSE
INDIA
ODISHA
ନିଯୁକ୍ତି ଦାବିରେ ତାତିଲେ ସ୍ଥାନୀୟ ବାସିନ୍ଦା: ଧାରଣା ଯୋଗୁ ଅଟକି ରହିଛି ମାଇନିଂ ଗାଡ଼ି
ଛତ୍ରପୁର,୨୮।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ମାଟିଖାଲସ୍ଥିତ ଆଇଆରଇଏଲ(IREL) ଡିସାଲିନେସନ ପ୍ଲାଣ୍ଟରେ ସ୍ଥାନୀୟ ଯୁବକଙ୍କୁ ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ ତୀବ୍ର ହୋଇଛି। ଗତ ୩ ଦିନ ଧରି ପ୍ରବଳ ଶୀତ ଓ କାକରକୁ ଖାତିର ନ କରି ଛଟେଇ ଯୁବକ, ସେମାନଙ୍କ ପରିବାରବର୍ଗ ଓ