Flag of Indiaसत्यमेव जयते
GOOD INDIA ODISHA

Flood ସୁଧୁରୁଛି ବନ୍ୟା ସ୍ଥିତି: କମୁଛି ମହାନଦୀ ଜଳସ୍ତର, ୮.୦୭ଲକ୍ଷ ଲୋକ ପ୍ରଭାବିତ, ରିଲିଫ ଓ ପୁନରୁଦ୍ଧାରର ତଦାରଖ ପାଇଁ ୪ ମନ୍ତ୍ରୀଙ୍କୁ ଦାୟିତ୍ୱ

ରାଜ୍ୟରେ ମହାନଦୀ ସମେତ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ସହ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି। ବନ୍ୟାରେ ୧୦ଟି ଜିଲ୍ଲାର ମୋଟ ୮ଲକ୍ଷ ୭ହଜାର ୧୨୪ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୭ଟି ଜିଲ୍ଲାର ୨ଲକ୍ଷ ୯୯ହଜାର ୯୪୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ସରକାରୀ ତଥ୍ୟରୁ

Odisha Reporter Sat, 01 Aug 2026 17:38
Read the original at Odisha Reporter ↗