GOOD
INDIA
ODISHA
ସାରିଦେଲା ସବୁ, ଭୋକରେ ଜଳିପୋଡ଼ି ଯାଉଛି ପେଟ | Odisha Reporter
ବନ୍ୟା... କେବଳ ମଣିଷର ଘରଦ୍ୱାରକୁ ଭାସାଇ ନେଇନାହିଁ... ଅବୋଲା ଜୀବଙ୍କ ଲୁହର କାରଣ ମଧ୍ୟ ପାଲଟିଛି । ଚାରିଆଡ଼େ ପାଣି... ଆଉ ପାଣି । ଆଉ ସେହି ପାଣି ଭିତରେ ଜୀବନ ବଞ୍ଚାଇବାକୁ, ବନ୍ଧୀ ଅବସ୍ଥାରେ ରହିଛନ୍ତି ହଜାର ହଜାର ଗୋରୁ-ଗାଈ। ଗୋ-ଖାଦ୍ୟ ନମିଳିବାରୁ, ସେମାନେ ବି ଭୋକରେ ଦହଳ ବିକଳ ।
Read the original at Odisha Reporter ↗